ଗଛରେ ଝୁଲୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

Get real time updates directly on you device, subscribe now.

ବଲାଙ୍ଗୀର: ବଲାଙ୍ଗିରରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ରେଳ ଷ୍ଟେସନ ନିକଟ ଦୁର୍ଗା ମଣ୍ଡପ ପାଖ ବରଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହଟି ମିଳିଛି ।
ତେବେ ମୃତକଙ୍କ ପରିଚୟ ଜଣାପଡି ନଥିବା ବେଳେ ତାଙ୍କ ବୟସ ପାଖା ପାଖି ୪୦ରୁ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ବ୍ୟକ୍ତିଜଣଙ୍କ ସକାଳେ ରେଳ ଷ୍ଟେସନ ପାଖରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।
ତେବେ ଗଛ ତଳେ ତାଙ୍କ ଚପଲ ରହିଥିବା ବେଳେ ଗାମୁଛା ବେକରେ ଲାଗିଛି । ଫଳରେ ସେ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି। ଘଟଣାସ୍ଥଳରେ ବଲାଙ୍ଗୀର ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି କ୍ଷ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons