ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସୋରଡା ଥାନା ନୂଆଁଗଡ଼ ଗାଁରେ ଗୋଷ୍ଠୀ ସଂଘର୍ଷ । ଗୋଟିଏ ପରିବାରର ୫ ଜଣଙ୍କୁ ଆକ୍ରମଣ । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ମନୋଜ ନାୟକ ଓ ପୁନିଆ ନାୟକ । ଗୁରୁତରଙ୍କୁ ସୋରଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

Comments are closed, but trackbacks and pingbacks are open.