ଘରୋଇ କଳହରୁ ଭାଇକୁ ଟାଙ୍ଗିଆରେ ହାଣିଲା ଭାଇ

Get real time updates directly on you device, subscribe now.

ବଲାଙ୍ଗୀର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ଘରୋଇ କଳହରୁ ହତ୍ୟାକାଣ୍ଡ। ଭାଇକୁ ହାଣି ହତ୍ୟା କଲା ଭାଇ। ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ ବେଲବାହାଳି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବେଲବାହାଳି ଗାଁରେ କୌଣସି କଥାକୁ ନେଇ ମଙ୍ଗଳବାର ଦିନ ଦୁଇ ଭାଇ ଧୁବଲେ ବଗର୍ତ୍ତି ଏବଂ ଅଶୋକ ବଗର୍ତ୍ତିଙ୍କ ମଧ୍ୟରେ ଝଗଡା ହୋଇଥିଲା । ଉତକ୍ଷିପ୍ତ ହୋଇ ଧୁବଲେ ଅଶୋକଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଫଳରେ ଅଶୋକଙ୍କର ମୃତ୍ୟୁ ହୋଇଛି । ହତ୍ୟାକାରୀ ଭାଇ ଧୁବଲେ ବଗର୍ତ୍ତିଙ୍କ ସମେତ ୨ ଅଟକ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons