ଘୋଷଯାତ୍ରା ବିଧି ଉଲ୍ଲଂଘନ ହୋଇପାରିବ ନାହିଁ: ଦାମ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଏକ ବିଧି । ପରମ୍ପରା ନୁହେଁ । ମହାପ୍ରଭୁଙ୍କର ସେବା, ପୂଜା ବିଧି ଆଦି ନିୟନ୍ତ୍ରଣ କରିବା କେବଳ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ, ମହାପ୍ରଭୁଙ୍କର ପ୍ରଥମ ସେବକ ଗଜପତି ମହାରାଜ ଏବଂ ପ୍ରମୁଖ ସେବକମାନଙ୍କର କର୍ତ୍ତବ୍ୟ । ଯାହା ସ୍କନ୍ଧ ପୁରାଣରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏଥିରେ ମନ୍ଦିର ପ୍ରଶାସନ ବା ସରକାରଙ୍କର କୌଣସି ଅଧିକାର ନାହିଁ । ବିଧି ଅନୁସାରେ ରଥାଯାତ୍ରା ସମାପନ ହେବ । ଏହି ବିଧିକୁ ନ୍ୟାୟାଳୟ କିମ୍ବା ପ୍ରଶାସନ ବଦଳି ପାରିବେ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons