ଚମ୍ପାଗଡ଼ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍

Get real time updates directly on you device, subscribe now.

ଟାଙ୍ଗୀ : ନୟାଗଡ ଚମ୍ପାଗଡ ନିକଟ ରାଜପଥରେ ହାଇଡ୍ରୋକ୍ଲୋରିକ୍ ଏସିଡି ଟ୍ୟାଙ୍କର ଲିକ୍‌ ହୋଇଛି । ଏସିଡ୍‌ ଲିକ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି । ଟ୍ୟାଙ୍କରରେ ୨୩ ହଜାର ଲିଟର ଏସିଡ ଥିବା ସୂଚନା ମିଳିଛି । ଟ୍ୟାଙ୍କରଟି କୋଲକାତା ଯାଉଥିଲା । ତେବେ ଏସିଡ୍‌ ଲିକକୁ ରୋକିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

ରିପୋର୍ଟ: କମଳ ଲୋଚନ ପାଇକରାୟ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons