ନୂଆଦିଲ୍ଲୀ: ଲଦାଖର ଗଲୱାନ ସୀମାରେ ଭାରତ ଓ ଚାଇନା ମଧ୍ୟରେ ସଂଗଠିତ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ବୀର ଯବାନ ସହିଦ ହୋଇଛନ୍ତି । ଏହି ସହିଦଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ର୍ୟାଙ୍କର ଅଫିସର ରହିଛନ୍ତି । ସେହିପରି ସହିଦଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ମଧ୍ୟ ଅଛନ୍ତି । ଆଜି ସରକାରଙ୍କ ପକ୍ଷରୁ ସହିଦ୍ ୨୦ ଜଣଙ୍କ ନାଁ ପ୍ରକାଶ ପାଇଛି ।
ସହିଦମାନଙ୍କ ନାମ:
୧: କର୍ଣ୍ଣେଲ ବି. ସନ୍ତୋଷ ବାବୁ (ହାଇଦ୍ରାବାଦ)
୨: ନାଏବ ସୁବେଦାର ନନ୍ଦୁରାମ ସୋରେନ (ମୟୂରଭଞ୍ଜ)
୩: ନାଏବ ସୁବେଦାନ ମନଦୀପ ସିଂହ (ପଟିଆଲା)
୪: ନାଏବ ସୁବେଦାର ସତନମ ସିଂହ (ଗୁରୁଦାସପୁର)ୟ
୫: ହାବିଲଦାର (ଜେନେରାଲ) କେ. ପଲାନି (ମଦୁରାଇ)
୬: ହାବିଲଦାର ସୁନୀଲ କୁମାର (ପାଟଣା)
୭: ହାବିଲଦାର ବିପୁଲ ରୟ (ମୀରଟ ସିଟି)
୮: ନାଏକ ଦୀପକ କୁମାର
୯: ସିପାହୀ ରାଜେଶ ଓରାଙ୍ଗ (ବୀଙ୍ଗମ)
୧୦: ସିପାହୀ କୁନ୍ଦନ କୁମାର ଓଝା( ଶାହିବଗଞ୍ଜ)
୧୧: ସିପାହୀ ଗଣେଶ ରାମ (କଙ୍କେର)
୧୨: ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ (କନ୍ଧମାଳ)
୧୩: ସିପାହୀ ଅଙ୍କୁଶ (ହମିପୁର)
୧୪: ସିପାହୀ ଗୁରବିନ୍ଦର (ସଙ୍ଗରୁ)
୧୫: ସିପାହୀ ଗୁରତେଜ ସିଂହ (ମନସା)
୧୬: ସିପାହୀ ଚନ୍ଦନ କୁମାର (ଭୋଜପୁର)
୧୭: ସିପାହୀ କୁନ୍ଦନ କୁମାର (ସହ୍ରସା)
୧୮: ସିପାହୀ ଜୟ କିଶୋର ସିଂହ (ବୈଶାଲୀ)
୧୯: ସିପାହୀ ଅମନ (ସମଷ୍ଟିପୁର)
୨୦: ସିପାହୀ ଗଣେଶ ହାଁସଦା (ପୂର୍ବ ସିଂହଭୁର)
Comments are closed, but trackbacks and pingbacks are open.