ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଯୋଜନା ଟଙ୍କା

Get real time updates directly on you device, subscribe now.

ଭୁବନେଶ୍ୱର: ପବିତ୍ର ଉତ୍କଳ ଦିବସରେ ରାଜ୍ୟର ଚାଷୀଙ୍କୁ ସରକାରଙ୍କ ତରଫରୁ ଭେଟି ଦିଆଯାଇଛି । ଚାଷୀଙ୍କ ଆକାଉଣ୍ଟକୁ ସରକାର କାଳିଆ ଯୋଜନା ଟଙ୍କା ପଠାଇଥିବା ସୂଚନା ମିଳିଛି ।
ରାଜ୍ୟର ୩୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଥିବା ଜଣାପଡ଼ିଛି । ରବି ଋତୁ ପାଇଁ ଏହି ଟଙ୍କା ଜମା କରାଯାଇଛି । ଏଥିପାଇଁ ସରକାର ୬୯୪ କୋଟି ଟଙ୍କା ଜମା କରାଯାଇଛି । ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons