ଚିଙ୍ଗୁଡି ଫ୍ୟାକ୍ଟରୀରେ ମୃତ ଯୁବକଙ୍କ ପରିଚୟ ମିଳିଲା- ୨ ଦିନ ତଳେ ଅନ୍ୟ ଜଣେ ଶ୍ରମିକଙ୍କ ସହ ହୋଇଥିଲା ଝଗଡା

Get real time updates directly on you device, subscribe now.

ଭୁବନେଶ୍ୱର : ମଞ୍ଚେଶ୍ୱରରେ ଚୁଙ୍ଗୁଡି ଫ୍ୟାକ୍ଟ୍ରି ପାଣି ଟାଙ୍କିରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକଙ୍କ ପରିଚୟ ମିଳିଛି । ତାଙ୍କ ନାମ ସୁଶୀଲ ଓ ଘର ଅନୁଗୁଳରେ ବୋଲି ଜଣା ପଡିଛି । ୨ ଦିନ ତଳେ ତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ଝଗଡା ହୋଇଥିଲା । ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ହତ୍ୟା କାଣ୍ଡ ବୋଲି ଜଣା ପଡିଛି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons