ସବୁ ମ୍ୟାଚ୍ ୩-୦ ସେଟ୍ରେ ଜିତିଲୁ । ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାଶ୍ଛିଅନ୍ସିପ୍ରେ ଏହା ଆମର ପ୍ରଥମ ସ୍ୱଣ୍ଣ ର୍ ପଦକ । ଦଳର ଅଂଶ ବିଶେଷ ହୋଇପାରିଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛି । ଏଠି ବହୁତ ଭଲ ଭଲ ଦଳ ଥିଲେ । ବିଶେଷ କରି ସିଙ୍ଗାପୁରକୁ ସେମିଫାଇନାଲରେ ହରାଇବା ଥିଲା ଆମ ପାଇଁ ଶ୍ରେଷ୍ଠ ମୁହୂର୍ତ୍ତ । ଫାଇନାଲରେ ମ୍ୟାଚ ଏକତରଫା ବିଜୟ ପଛରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂଣ୍ଣ ର୍ ରହିଥିଲା । ମ୍ୟାଚ ସମୟରେ ସେମାନେ ଯେଭଳି ଉତ୍ସ ।ହିତ କରିଲେ ତାହା ଆମ ମନରେ ଜୋସ୍ ଭରିଥିଲା । ଏହାଛଡ଼ା ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଓଡ଼ିଶା ଟେବୁଲ୍ ଟେନିସ୍ ସଂଘକୁ ଧନ୍ୟବାଦ ଦେବାକୁ ଚାହିବି । ଯେଉଁ ଢ଼ଙ୍ଗରେ ରାଜ୍ୟଗୋଷ୍ଠୀ ଟିଟି ଆୟୋଜନ କରିଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ।


Comments are closed, but trackbacks and pingbacks are open.