{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ବସନ୍ତ ପୁର୍ଣିମା ଅବସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୩୬ ତମ ଜନ୍ମ ଜୟନ୍ତୀ କୁଲାଡ଼ ସ୍ଥିତ ଭଞ୍ଜ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ମଧ୍ୟ ଅନୁଷ୍ଠିତ ହେବ । ଓଡିଶା ସଂଗୀତ ନାଟକ ଏକାଡେମୀ , ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ (ବାର୍ଡ଼), ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର, କଲିକତା, ସଂସ୍କାର ଭାରତୀ, ଓଡିଶା ପୂର୍ବପ୍ରାନ୍ତ ଙ୍କ ମିଳିତ ସହଯୋଗ ରେ ଏହା ପାଳିତ ହୋଇଛି ।ଏହି କାର୍ଯ୍ୟକ୍ରମ ରେ ,ସଭାପତି ଶ୍ରୀମତୀ ଉଷା ପାଢ଼ୀ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମା ଶଙ୍କର ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରଫୁଲ କୁମାର ମାଝୀ, ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ,ଅନ୍ୟ ସମସ୍ତ ମାନ୍ୟଗଣ୍ୟ ଵ୍ୟକ୍ତି, ସାହିତ୍ୟ ପ୍ରେମୀ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ଉମାଶଙ୍କର ବେହେରା ମୁଖ୍ୟ ଅତିଥି, ପ୍ରଥମେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କାରିଥିଲେ ଓ ପ୍ପ୍ରଦ୍ବୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଭିଭିର୍ଣ୍ଣ ସାହିତ୍ୟିକ, କବି ଓ ଯୋଗ୍ୟ ବିବେଜିତ ପ୍ରତିଭା ଙ୍କୁ ମାନପତ୍ର ଓ ଉପଢୌକନ, ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ବିଭିର୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଶ୍ରୀ ପ୍ରକାଶ ସାହୁ, ଉପସ୍ଥିତ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ |
14 Comments
Comments are closed, but trackbacks and pingbacks are open.


metoprolol 25 mg price
metoprolol 25 mg price
stendra 100 mg
stendra 100 mg
furosemide 20 mg
furosemide 20 mg
buy vibramycin online
buy vibramycin online
lasix generico
lasix generico
cenforce 200 mg uk
cenforce 200 mg uk
sildenafil tablet 100mg
sildenafil tablet 100mg
cheapest viagra online
cheapest viagra online
tadalafil herbal supplement
tadalafil herbal supplement
who prescribes cialis
who prescribes cialis
prilosec inactive ingredients
prilosec inactive ingredients
buy avanafil tablet
buy avanafil tablet
metronidazole cream age
metronidazole cream age
tadalafil rx coupon
tadalafil rx coupon