ରାଉରକେଲା : ଦିନକୁ ଦିନ ରାଉରକେଲାରେ ଜନବସତି ମୁହାଁ ବଣୁଆ ହାତୀ ପଲ । ଧାନ ଅମଳ ସମୟରେ ଖାଦ୍ୟ ପାଇଁ ଜନବସତି ମଧ୍ୟକୁ ମାଡି ଆସିଛନ୍ତି ହାତୀ ପଲ । ୨ ମାସ ହେବ ୧୮ଟି ହାତୀ ଲାଠିକଟା ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି ।
ଆଜି ଲାଠିକଟା ଏରଗେଡା ଅଞ୍ଚଳରେ ହାତୀପଲଙ୍କୁ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି । ହାତୀ ଉପଦ୍ରବରେ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ରହିଛନ୍ତି । ବନ ବିଭାଗର ଅଭିଯୋଗ ହେବା ପରେ ହାତୀ ପଲକୁ ଘଉଡାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ବନ ବିଭାଗ କର୍ମଚାରୀ । ହେଳେ ଉପଦ୍ରବୀ ହାତୀ ପଳକୁ ଘଉଡାବେ ସଫଳ ହୋଇପାରିନି।
Comments are closed, but trackbacks and pingbacks are open.