ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଆଁ

Get real time updates directly on you device, subscribe now.

ନୟାଗଡ଼, (ବି.ବି.ନୁ୍ୟଜ୍): ଆଜି ଭୋର ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଧାରଣ ଉପବିଭାଗ ଗୃହରେ ସଟ୍ସର୍କିଟ ଘଟିବାରୁ ଗୋଟିଏ କମ୍ପୁ୍ୟଟର, ଗୋଟିଏ ପ୍ରିଣ୍ଟର ସମେତ ଟେବୁଲ ଉପରେ ରହିଥିବା କିଛି କାଗଜପତ୍ର ପୋଡ଼ିଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କୁ ପଚାରିବାରେ କୈାଣସି କାଗଜପତ୍ର ପୋଡ଼ି ନଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons