ଜୋର ଧରିଲା ସୋନପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି

Get real time updates directly on you device, subscribe now.

ସୋନପୁର : ସୁବର୍ଣ୍ଣପୁରରେ ଜେ।ର ଧରିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ଏନେଇ ସ୍ଥାନୀୟ ପ୍ରଭାସ ଲଜ ସମ୍ମିଳନୀ କକ୍ଷରେ ଏକ ସର୍ବଦଳୀୟ ବୈଠକ କରାଯାଇଛି ।ଜିଲ୍ଲାର ୩୪ ଟି ବିଭିନ୍ନ ସଙ୍ଗଠନ ଏହି ବୈଠକରେ ସାମିଲ ହୋଇଥିଲେ ।
ଓକିଲ ସଂଘ,ନାଗରିକ କମିଟି,ଶ୍ରମିକ ସଙ୍ଗଠନ,ବିଜେଡି ,କଂଗ୍ରେସ ଦଳର କର୍ମକର୍ତ୍ତା ବୈଠକରେ ଯୋଗ ଦେଇ ସୋନପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଦାବି ରଖିଥିଲେ । ଏକ ନୂତନ କମିଟି ଗଠନ କରି ଆନ୍ଦୋଳନର ପରବର୍ତ୍ତି ରୂପରେଖ ଉପରେ ସ୍ଥିର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons