ଝରକା ତାଡି ବ୍ୟାଙ୍କ ଲୁଟ !

Get real time updates directly on you device, subscribe now.

ସମ୍ବଲପୁର : ରେଢ଼ାଖୋଲ କଦଳୀଗଡ ୟୁନିୟନ ବ୍ୟାଙ୍କରୁ ବିଳମ୍ୱିତ ରାତିରେ ଡକାୟତି ହୋଇଥିବା ଜଣାପଡିଛି । ଖବର ପାଇ ରେଢ଼ାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଲୁଟେରା ଲୁହା ରଡ ବ୍ୟବହାର କରି ବ୍ୟାଙ୍କ ଝରକା କାଟି ଡକାୟତି ଘର ଭିତରକୁ ପ୍ରବେଶ କରିଥିଲେ। ଟ୍ରେଜେରୀକୁ କାଟିବାକୁ ଉଦ୍ୟମ କରିଥିବା ମଧ୍ୟ ଜଣାପଡ଼ିଛି । ତେବେ ଟ୍ରେଜେରିରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନାହିଁ । ଆଉ ବ୍ୟାଙ୍କରୁ କେତେ ଟଙ୍କା ଚୋରି ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ରେଢ଼ାଖୋଲ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସମ୍ବଲପୁରରୁ ଏକ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳକୁ ଆସୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons