ଏବେ ବଲିଉଡ୍ ସେଲିବ୍ରିଟିମାନଙ୍କ ମଧ୍ୟରେ ଟିକ୍ଟକ୍ ମାନିଆ ଦେଖାଦେଇଛି । ଶିଳ୍ପା ସେ;ୀ, ଦିଶା ପଟାନିଙ୍କ ପରେ ଏବେ ରବିନା ଟଣ୍ଡନଙ୍କ ଏକ୍ ଟିକ୍ଟକ୍ ଭିଡିଓ ଭାଇରାଲ ହୋଇଛି । ଝିଅ ରାଶା ଥଣ୍ଡାନିଙ୍କ ସହ ଏକ ମଜାଦାର ଭିଡିଓ ବନାଇଛନ୍ତି ରବିନା । ଏହି ଭିଡିଓରେ ସେ ଝିଅ ରାଶାଙ୍କ ସହ ହାଉସ୍ଫୁଲ୍ ୪ର ଏକ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି ।
ରବିନା ନିଜ ଇନ୍ଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରିଛନ୍ତି । ପୂର୍ବରୁ ମଧ୍ୟ ରବିନା ଝିଅ ସହିତ ଅନେକ ଟିକ୍ଟକ୍ ଭିଡିଓରେ ନଜର ଆସିଛନ୍ତି । ଉଭୟ ନିୟମିତ ଭାବେ ମଜାଦାର ଭିଡିଓ ବନାନ୍ତି । କିଛି ଦିନ ତଳେ ରବୀନା ମଧୁବାଳା ଏବଂ କିଶୋର କୁମାରଙ୍କ ଏକ ଗୀତରେ ଭିଡିଓ କରିଥିଲେ । ରବୀନାଙ୍କ ଲିପ୍ସିଙ୍ଗ୍କୁ ଏଥିରେ ଅନେକ ପ୍ରଶଂସା ମିଳିଥିଲା ।
Comments are closed, but trackbacks and pingbacks are open.