ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ସହର ଉପଖଣ୍ଡ ଶ୍ୟାମଳାୟୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି କ୍ଷ ସୂଚନା ଅନୁସାରେ ଗତ ବିଳମ୍ବିତ ରାତି ପ୍ରାୟ ୧୨.୩୦ ଟାରେ ସମୟରେ ବ୍ରହ୍ମପୁର ପଟରୁ ଆସୁଥିବା ଟ୍ରକ ନଂ ଓଆର କେ.୯୪୯୫ ଓ ଆସ୍କା ପଟରୁ ଆସୁଥିବା ଟ୍ରକ ନଂ ଓଡି୦୨ବିଏଚ୍ ୬୫୫ ଉଭୟ ମୁହଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ଜଣେ ଟ୍ରକ ଡ୍ରାଇଭର ଟ୍ରକ ସିଟରେ ଚାପି ହୋଇଥିଲେ କ୍ଷ
ଖବର ପାଇଁ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଓ ଦମକଳ ବାହିନୀ ଓ ସ୍ଥାନୀୟ ଲୋକ ଙ୍କ ସାହାଯ୍ୟ ରେ କ୍ରେନ ସାହାଯ୍ୟରେ ଉଦ୍ଧାର କରି ପ୍ରଥମେ ହିଞ୍ଜିଳି କାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି କ୍ଷ


Comments are closed, but trackbacks and pingbacks are open.