ଡାକ୍ତରଙ୍କ ଘରୁ ମାଉଜର ଦେଖାଇ ଲୁଟ୍

Get real time updates directly on you device, subscribe now.

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଜଣାଶୁଣା ଡାକ୍ତର ଜୟପ୍ରକାଶ ପାଣିଙ୍କ ଘରୁ ଲୁଟ୍ ହୋଇଛି । ମାଉଜର ଦେଖାଇ ଡାକ୍ତର ଏବଂ ତାଙ୍କ ପତ୍ନୀଙ୍କୁ ଭୟଭୀତ କରାଇ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଡାକ୍ତରଙ୍କ ଘରୁ ନଗଦ ୩ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଏବଂ କାର ଆଦି ନେଇ ଡକାୟତ ଚମ୍ପଟ ମାରିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ଘଟଣା ଘଟିଛି । ଘଟଣା ପରେ ଟାଙ୍ଗୀ ଥାନାରେ ଏନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସର ଲୁଟ୍ ର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons