
ନବରଙ୍ଗପୁର (ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ପଞ୍ଚାୟତ ହାଇସ୍କୁଲ ୧୯୯୫ ମେଟ୍ରିକ୍ ବ୍ୟଚ୍ ର ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୧୯୯୫ ମେଟ୍ରିକ୍ ବ୍ୟଚ୍ ର ୬୦ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୪୦ ଜଣ ଛାତ୍ରଛାତ୍ରୀ ଏହି ବନ୍ଧୁ ମିଳନ କାର୍ୟ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ବନ୍ଧୁ ମିଳନ କାର୍ୟ୍ୟକ୍ରମ ରେ ଶିକ୍ଷକ ଓ ଗୁରୁ ମାଁ ମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ବନ୍ଧୁ ମିଳନ ଉତ୍ସବର ୨୫ ବର୍ଷ ସିଲଭର୍ ଜୁବଲି ରେ ପୁରୁଣା ସାଙ୍ଗ ସାଥିଙ୍କ ଓ ଶିକ୍ଷକ ଙ୍କ ସହ ମିଳନ ବେଶ୍ ନିଆରା ଥିଲା।ଟି. ଜଗନୁ,ଲୁନା ଶ୍ରୀ ନାୟକ, ରଞ୍ଜିତା ନାୟକ, ପ୍ରତାପ ନାୟକ, ଏସ. ଶ୍ରୀଦେବୀ, ଏମ.ଅନିତା, ମନଜ ଅଗ୍ରୱାଲ, ମୁସ୍ତାଫା ଲଟିଆ, ମୃତୁଞ୍ଜୟ ବୈଠାରୁ, ସତ୍ୟ ମହାନ୍ତି, ମନଜ ନାୟକ, ଗୋପାଳ ନାୟକ ଏବଂ ଶିକ୍ଷକ ମନେ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି, ଅଜୟ ବଲବ ପଣ୍ଡା, ସୁଦର୍ଶନ ନାୟକ, ସରଜ ତ୍ରିପାଠୀ ସାର, ଦାସ ସାର ମୋଟ ୬୦ ଜଣ ଛାତ୍ର ଛାତ୍ରୀ ଏବଂ୧ ସେମାନଙ୍କ ପାରିବବର୍ଗ ଉପସିତ ଥିଲେ


Comments are closed, but trackbacks and pingbacks are open.