ଡିଏସ୍ କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବରିÂ ଆଇପିଏସ୍ ଧୀରେନ୍ଦ୍ର ଏସ୍.କୁଟ୍ଟେଙ୍କୁ ମିଳିଛି ନୂଆ ଦାୟିତ୍ୱ । ଶ୍ରୀ କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି । ଆଜି ସନ୍ଧ୍ୟାରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ସେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଭାବେ କାର୍ଯ୍ୟ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ, ୧୯୯୭ ବ୍ୟାଚ୍ ଆଇପିଏସ୍ ଅଫିସର ଶ୍ରୀ କୁଟ୍ଟେ ୨୦୧୭ ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଭାବେ ଯୋଗ ଦେଇଥିଲେ । ଜଣେ ଦକ୍ଷ ଓ ନିÂାବାନ ଅଫିସର ଭାବେ ପରିଚିତ ଶ୍ରୀ କୁଟ୍ଟେଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ପ୍ରକଟ କରି ଏ ନୂଆ ଦାୟିତ୍ୱ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons