ଜଳେଶ୍ବର : ଡ୍ରଗ୍ସ ମାଫିଆ ସେକ୍ ରାଜାର ସହଯୋଗୀ ଘରେ କ୍ରାଇମବ୍ରାଞ୍ଚର ଚଢାଉ । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଶେଖବାଡ ଓ ଝାଡେଶ୍ବରପୁର ଗାଁରେ ଚଢାଉ କରିଛି କ୍ରାଇମବ୍ରାଞ୍ଚ । ଡ୍ରଗ୍ସ ମାଫିଆ ସେକ୍ ତୋଇରୁଦ୍ଦିନ ଓ ତାର ୪ ଭାଇଙ୍କ ଘରେ ଡିଏସପି ମନୋଜ ରାଉତଙ୍କ ନେତୃତ୍ବରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରିଛି ।
ତୋଇରୁଦ୍ଦିନଠାରୁ କ୍ରାଇମବ୍ରାଞ୍ଚ ଉଗାଳିବା ସେକ୍ ରାଜାର ଆହୁରି ଭିତିରି କତା । ଚଢାଉ ବେଳେ ଦୁଇ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ସୁନା ଗହଣା ଜବତ କରିଛି ଟିମ୍ । ତେବେ ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଥିବା ଜଣାପଡିଛି ।
Comments are closed, but trackbacks and pingbacks are open.