ଢେ଼ଙ୍କାନାଳ ସହରର ଦୁଇଟି ମଦ ଦୋକାନ ସିଲ୍

Get real time updates directly on you device, subscribe now.

ଢେ଼ଙ୍କାନାଳ, (ବି.ବି.ନୁ୍ୟଜ୍): ସରକାର କେବଳ ଅନ୍ଲାଇନ୍ରେ ମଦ ବିକ୍ରି କରିବାକୁ ଅନୁମତି ଦେଇଥିବା ବେଳେ ବେନିୟମ ଭାବେ ମଦ ବିକ୍ରି ଅଭିଯୋଗରେ ଢେ଼ଙ୍କାନାଳ ସହରର ଦୁଇଟି ମଦ ଦୋକାନକୁ ଆଜି ସିଲ୍ କରାଯାଇଛି । ବସ୍ଷ୍ଟାଣ୍ଡ ଓ ମହାବୀର ବଜାରରେ ଥିବା ଏହି ଦୁଇଟି ମଦ ଦୋକାନକୁ ଟାଉନ୍ ଥାନା ପୋଲିସ ସିଲ୍ କରିଛି । ଢେ଼ଙ୍କାନାଳ ସହରରେକିଛି ଅସାଧୁ ମଦ ବ୍ୟବସାୟୀ ଦୋକାନ ଆଗ ପଟେ ସଯର ପକାଇ ପଛପଟେ ମଦ ବିକ୍ରି କରୁତôବା ନେଇ ଖବର ପ୍ରସାରଣ ହୋଇଥିଲା । ଏନେଇ ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଏଥିସହ ସହରର ବସ୍ଷ୍ଟାଣ୍ଡ ଓ ମହାବୀର ବଜାରରେ ଥିବା ଏହି ୨ ମଦ ଦୋକାନ ସିଲ୍ କରିବାକୁ ନିଦେ୍ର୍ଧଶ ମଧ୍ୟ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons