ବ୍ରହ୍ମପୁର : ଗଞ୍ଜାମ ପୁଲିସ ଦୁଇ ନକଲି ଶିକ୍ଷକଙ୍କ ସହ ତିନି ଜଣ ଦଲାଲଙ୍କୁ ଗିରଫ କରିଛି । ମୋଟ୫ ଜଣଙ୍କୁ ଗିରଫ କରାଯାଇଛି ।ନକଲି ସିଟି ଓ ବିଏଡ୍ ସାର୍ଟିଫିକେଟ୍ ପ୍ରସ୍ତୁତ ସରଞ୍ଜାମ ସହ ନଗଦ ୨୬,୦୦୦ ଟଙ୍କା ଜବତ କରାଯାଇଛି ।
୪୦ ରୁ ଉର୍ଦ୍ଧ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ନେଇ ଗତ ସପ୍ତାହରେ ନ୍ୟୁଜ ୭ ରେ ଖବର ପ୍ରସାରିତ ହୋଇଥିଲା ଏବେ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଆସିକା ପୁଲିସ୍ ।
Comments are closed, but trackbacks and pingbacks are open.