‘ତୁଝ୍ସେ ହୈ ରାବ୍ତା’ରେ ରୂପ୍

Get real time updates directly on you device, subscribe now.

‘ତୁଝ୍ସେ ହୈ ରାବ୍ତା’ରେ ଏଣ୍ଟ୍ରି କରିଛନ୍ତି ‘ବାଲିକା ବଧୁ’ ଫେମ୍ ଅଭିନେତ୍ରୀ-ଗାୟିକା ରୂପ୍ ଦୁର୍ଗାପାଲ । ଜଣେ ମରାଠୀ ମହିଳା ଭୂମିକାରେ ସେ ପରଦାକୁ ଓହ୍ଲାଇବେ । ସିରିଏଲ୍ରେ ତାଙ୍କ ଚରିତ୍ରର ନାଁ କେତକୀ । ଏଇଟି ଶୋ’ର ବେଶ ଗୁରୁତ୍ୱପୂଣ୍ଣ ର୍ ଓ ସଶକ୍ତ ଚରିତ୍ର । ସିରିଏଲ୍ରେ ସେ ପିଲାଦିନର ଅତି ଘନିଷ୍ଠ ବନ୍ଧୁ ମହ୍ଲାର(ଅଭିନେତା ଶେହବାନ୍ ଆଜ୍ମୀ)ଙ୍କୁ ପସନ୍ଦ କରିବା ଆରମ୍ଭ କରିଛନ୍ତି । ଅନେକ ବର୍ଷ ପରେ ଏକ ଜଟିଳ ପରିସ୍ଥିତିରେ ଉଭୟ ପରସ୍ପରକୁ ଭେଟିଛନ୍ତି ବୋଲି ରୂପ୍ କହିଛନ୍ତି । ଭୂମିକାର ଅବଧି ତାଙ୍କ ପାଇଁ କୌଣସି ମାନେ ରଖେ ନାହିଁ । କେଉଁ ଭୂମିକା ନିର୍ବାହ କରୁଛନ୍ତି, ତାହା ଗୁରୁତ୍ୱପୂଣ୍ଣ ର୍ । ଏହା ମାଧ୍ୟମରେ ନିଜ ଅଭିନୟ ଦକ୍ଷତା ଅନ୍ୱେଷଣର ସୁଯୋଗ ମିଳିଛି ବୋଲି ରୂପ୍ କହନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons