ଦହିବରା ଆଳୁଦମ ଖାଇ ୬୦ରୁ ଅଧିକ ଅସୁସ୍ଥ

Get real time updates directly on you device, subscribe now.

ନୟାଗଡ : ଗଣିଆରେ ଦହିବରା ଆଳୁଦମ ଖାଇ ୬୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଗଣିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ପିଲା, ମହିଳା ଓ ବଡ ଲୋକ ଅଛନ୍ତି ।
ସମସ୍ତ ଲୋକ ଜଣେ ବୁଲାବିକାଳିଙ୍କ ଠାରୁ ଦହିବରା ଖାଇଥିବା ଜଣାପଡିଛି । ଖାଇବାର କିଛି ସମୟ ପରେ ଝାଡାବାନ୍ତି ସହ ମୁଣ୍ଡ ବୁଲାଇବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons