ବାଲେଶ୍ବର: ଦୁଇ ନକଲି ଏସଟିଏଫ ଅଧିକାରୀ ଗିରଫ । ବାଲେଶ୍ବର ଜିଲ୍ଲା ଶେରଗଡ ଟୋଲ୍ ଗେଟ୍ ନିକଟରୁ ଦୁଇ ଜଣ ଠକକୁ ଗିରଫ କରିଛି ଖନ୍ତାପଡା ପୋଲିସ । ନିଜକୁ ଏସଟିଏଫ ଅଧିକାରୀ କହୁଥିବା ଦୁଇ ଜଣ ଯୁବକ ନାଲି ବତୀ ସ୍କର୍ପିଓ ଗାଡିରେ ଯାଉଥିଲେ ।
ଫାଙ୍କା ଗୁଳିଚାଳନା କଲା ବେଳେ ପୋଲିସର ସନ୍ଦେହ ହୋଇଥିଲା । ଶେଷରେ ପୋଲିସ ଦୁଇ ଠକଙ୍କୁ ଗିରଫ କରିବା ସହ ନାଲି ବତୀ ଲାଗିଥିବା ସ୍କର୍ପିଓ ଗାଡି ବି ଜବତ କରିଛନ୍ତି । ସେମାନଙ୍କ ନିକଟରୁ ଏକ ବିଦେଶୀ ପିସ୍ତଲ ଓ ୫ଟି ଅଫୁଟା ଗୁଳି ଜବତ କରିଛି ଖନ୍ତାପଡା ପୋଲିସ ।


Comments are closed, but trackbacks and pingbacks are open.