ଦୁଇ ବାଇକ ମୁହାଁ-ମୁହିଁ ଧକ୍କା,୨ ମୃତ ୩ ଗୁରୁତର

Get real time updates directly on you device, subscribe now.

ନୂଆପଡ଼ା : ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଧରମବନ୍ଧା ପୋଲିସ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି। ଘଟଣାଟି ଘଟିଛି ଧରମବନ୍ଧା ଥାନା ଦୁଆରସନୀ ମନ୍ଦିର ପାଖରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons