ଦୁଇ ସିପାହୀ ଦେଲେ ପ୍ଲାଜ୍ମା

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ପ୍ଲାଜ୍ମା ଥେରାପି ଚିକିତ୍ସାରେ ସହାୟତା ପାଇଁ ଝାରସୁଗୁଡ଼ାସ୍ଥିତ ଓଏସ୍ଏପି ଦ୍ୱିତୀୟ ବାଟାଲିଅନର ସିପାହୀ ଅର୍ଜୁନ ବାହାଦୁର ଲିମ୍ୱୁ ଓ ପୂର୍ଣ୍ଣ ବାହାଦୁର ଥାପା ଆଜି ଏସ୍ସିବିରେ ପ୍ଲାଜ୍ମା ଦାନ କରିଛନ୍ତି । ଏହା ପୂର୍ବରୁ ସେହି ବାଟାଲିୟନ୍ର ଜଣେ ହାବିଲଦାର ଓ ଜଣେ ଲାନ୍ସନାୟକ ପ୍ଲାଜ୍ମା ଦାନ କରିଛନ୍ତି । ଆଗକୁ ମଧ୍ୟ ବହୁ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି ଓ ନିଜ ନାମ ପଞ୍ଜିକରଣ କରାଇଛନ୍ତି ବୋଲି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons