ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

Get real time updates directly on you device, subscribe now.

ନୟାଗଡ଼, (ବି.ବି.ନୁ୍ୟଜ): ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ଶୁକ୍ରବାର ସକାଳେ ଅବକାରୀ ବିଭାଗ ସ୍ଥାନୀୟ ସିନ୍ଦୁରିଆ ଛକରେ ଚଢ଼ଉ କରି ପ୍ରାୟ ୧୫ ଗ୍ରାମ ବ୍ରାଉନସୁଗର ଜବତ କରିଛି । ଏହାର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ନିରଞ୍ଜନ ମହାରଣାକୁ ଗିରଫ କରାଯାଇଛି । ତ’ର ଘର ସିନ୍ଦୁରିଆ ଅଞ୍ଚଳରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons