କଟକ: ଧବଳେଶ୍ଵର ପୀଠରେ ମାତିଛନ୍ତି ଚେନ୍ ଲୁଟେରା ଗ୍ୟାଙ୍ଗ। ଭିଡ଼ ସୁଯୋଗ ନେଇ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରୁଛନ୍ତି ଏହି ମହିଳା ଲୁଟେରା।
ଆଜି ତୃତୀୟ ସୋମବାର ଭିଡ଼ରେ ଚାରିଜଣ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହେବା ପରେ ସିସିଟିଭି ଫୁଟେଜ ଯାଞ୍ଚ କରି ଗୁରୁଡିଝାଟିଆ ପୋଲିସ ଜଣେ ମହିଳା ଲୁଟେରାକୁ ଅଟକ ରଖି ପଚରାଉଚରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।
Comments are closed, but trackbacks and pingbacks are open.