ନାବାଳକକୁ ଝାମ୍ପିନେଲା କୁମ୍ଭୀର

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟେମ୍ପରାରୀ କଲୋନୀରେ ଗତକାଲି ଏକ ଅଭାବାନୀୟ ଘଟଣା ଘଟିଯାଇଛି । ଗାଧୋଇବା ବେଳେ ଜଣେ ନାବାଳକଙ୍କୁ ଏକ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା । ଆଜି ସକାଳେ ମୃତ ନାବାଳକଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା । ତାଙ୍କର ଗୋଟେ ହାତ ଓ ଗୋଡ଼ ନଥିଲା । ମୃତ ନାବାଳକ େଲେ ଅର୍ଜୁନ ମାଝୀଙ୍କ ପୁଅ କପିଳାସ ମାଝୀ (୧୦) । ମୃତଦେହ ମିଳିବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons