ନାଲ୍କୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଷ୍ଟ୍ରାୟତ୍ତ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ କମ୍ପାନି (ନାଲ୍କୋ)କୁ ମିଳିଛି ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗର ସମ୍ମାନ । ଦେଶର ଅଗ୍ରଣୀ ପୁଞ୍ଜିନିବେଶ ପତ୍ରିକା ଦଲାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ପକ୍ଷରୁ ୨୦୧୮ ବର୍ଷ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସେହିଭଳି ସବୁଠୁ କମ୍ ବ୍ୟୟରେ ବିଶ୍ୱର ବକ୍ସାଇଟ୍ ଓ ଆଲୁମିନିୟମ ଉତ୍ପାଦନକାରୀ ମାନ୍ୟତା ହାସଲ ଦିଗରେ ଅବଦାନ ପାଇଁ ନାଲ୍କୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦଙ୍କୁ ପତ୍ରିକା ପକ୍ଷରୁ ରୋଲ୍ ଅନ୍ ଅନର୍ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons