ଅନୁଗୁଳ: ଯୁବକଙ୍କ ଉନ୍ମତ୍ତ କାଣ୍ଡ। ପାରିବାରିକ କଳହକୁ କେନ୍ଦ୍ରକରି ନିଜ ଘରେ ନିଆଁ ଲଗାଇବା ସହ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛି। ଛେଣ୍ଡିପଦା ଖମାର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କ କହିବା ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ରକରି ନିଜ ଘରେ ନିଆଁ ଲଗାଇ ଦେଇଥିଲା। ପରେ ବେକ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛେଣ୍ଡିପଦା ପରେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ହେବାରୁ ତାଙ୍କ କଟକ ସ୍ଥାନାନ୍ତର କରାଯାଇଛି। ଏହି ଯୁବକ ହେଲେ ଛେଣ୍ଡିପଦା ଖମାର ଗାଁର ଖୁକୁନୁ ବେହେରା।


Comments are closed, but trackbacks and pingbacks are open.