ପରିବା ବିକାଳୀଙ୍କୁ ମାର୍କେଟ ମଝିରେ ମାଡ଼

Get real time updates directly on you device, subscribe now.

ବାଲିଗୁଡା: ବର୍ତ୍ତମାନ କରୋନା କଟକଣାରେ ହନ୍ତସନ୍ତ ହେଉଛନ୍ତି ବ୍ୟବସାୟୀମାନେ। ସରକାର ଅନଲକ୍‌-୨ ରେ କୋଭିଡ୍ କଟକଣା ଟିକେ କୋହଳ କରିବା ପରେ ପେଟ ପାଟଣା ପାଇଁ ପରିବା ଦୋକାନୀ ବ୍ୟାଗରେ ପରିବା ନେଇ ବଜାରକୁ ବିକ୍ରି କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଜଣେ ପରିବା ଦୋକାନୀ ପରିବା ନ ବିକ୍ରି କଲେ, ତାଙ୍କ ପରିବାର ଭୋକ-ଉପାସରେ ରହିବେ। ତେଣୁ ଏଭଳି ପରିସ୍ଥିତିରେ ମହିଳା ପୋଲିସ୍ କର୍ମଚାରୀ ଜଣେ ପରିବା ବିକାଳୀଙ୍କୁ ବାଡେଇବା କେତେ ଯାଥାର୍ଥ। ଅତ୍ୟାବଶ୍ୟକ ଓ କୃଷି ସାମଗ୍ରୀ ବିକ୍ରିପାଇଁ କଟକଣା ନ ଥିବା ସତ୍ତ୍ବେ ଘୁ ଉଦୟଗିରି ବଜ଼ାରରେ ଝୁଡୁଙ୍ଗ ବିକ୍ରି କରିିବା ପାଇଁ ବ୍ୟାଗ ଖୋଲୁ ଖୋଲୁ ପୋଲିସ୍ ଲାଠି ପରିବା ବିକାଳୀଙ୍କୁ ମହିଳା ପୋଲିସ୍ ବାଡ଼େଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons