ପରୁଭଟ୍ଟା ଜଙ୍ଗଲରେ ମାଓ ପୋଷ୍ଟର

Get real time updates directly on you device, subscribe now.

ବାଲିଗୁଡା,(ବି.ବି.ନୁ୍ୟଜ୍): ପୁଣି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଖମନଖୋଲ ପଞ୍ଚାୟତର ପରୁଭଟ୍ଟା ଜଙ୍ଗଲ ନିକଟରେ ଏହି ଡିଟିପି ମାଓ ପୋଷ୍ଟର ଲାଗିଛି ।
ଏଥିରେ ଲେଖା ରହିଛି ଯେ କେକେବିଏନ (କୋରାପୁଟ, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼) ଡିଭିଜନ ୱାଲ୍ ପତ୍ରିକା । ବ୍ରାହ୍ମଣୀୟ ଅର୍ଦ୍ଧସାମନ୍ତି, ଅର୍ଦ୍ଧଉପନିବେଶ ବ୍ୟବସ୍ଥାରେ ଗଣତନ୍ତ୍ରର ସ୍ଥାନ କାହିଁ? ଜନ ଗଣତନ୍ତ୍ର ପାଇଁ ସେପ୍ଟେମ୍ବର ୨୧ ମାଓବାଦୀ ପାର୍ଟିର ପନ୍ଦରତମ ପ୍ରତିÂା ଦିବସରେ ଶପଥ କରନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons