ପିକଅପ ଧକ୍କା ଦ୍ୱାରା ବାଇକ ଆରୋହୀ ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ

Get real time updates directly on you device, subscribe now.

ବୋରିଗୁମ୍ମା: ଶଶାହାଣ୍ଡି ନିକଟସ୍ତ ଜାତୀୟ ରାଜପଥ ରେ ପିକଅପ ଧକ୍କା ଦ୍ୱାରା ବାଇକ ଆରୋହୀ ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଛି । ମୃତ୍ୟୁ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା କୁମଝର ଗ୍ରାମ ର ବୋଲି ସୂଚନା ମିଳିଛି ।

ରିପୋର୍ଟ ମାନସ ରଥଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons