ପୁଅକୁ ପିଟି ପିଟି ମାରି ଦେଲା ବାପ

Get real time updates directly on you device, subscribe now.

ସାନଖେମୁଣ୍ଡି: ସାନଖେମୁ୍ଣ୍ଡିର କେରିକେରି ଝୋଳା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳି ଯୋଗୁଁ ପୁଅକୁ ବାପ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।
ମୃତକଙ୍କ ନାମ ପିଣ୍ଟୁ ଗୌଡ ପୁଲିସ ହତ୍ୟାକାରୀ ବାପ ଶିବ ଗୌଡକୁ ଥାନାରେ ଅଟକ ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons