ଭୁନେଶ୍ବର: ଭୁବନେଶ୍ବରରେ ପୁଣି ବ୍ରାଉନସୁଗାର ଜବତ।ମିଳିଥିବା ସୂଚନା ମୁତାବକ ପାଖାପାଖି ୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୋଲିସ।ଲିଙ୍ଗରାଜ ଥାନା କପିଳେଶ୍ବର ଅଞ୍ଚଳରୁ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ଦୁଇଜଣ ହେଲେ ରାକେଶ ମୁଳିଆ ଏବଂ ସୁଜିତ ପଣ୍ଡା ବୋଲି ଜଣାପଡିଛି। ଏମାନଙ୍କ ନିକଟରୁ ବାଇକ, ମୋବାଇଲ ଓ ସୁନାଗହଣା ଜବତ ହୋଇଛି।ଜବତ କଲା କ୍ୟୁଏଟି ଓ ଲିଙ୍ଗରାଜ ଥାନା ପୋଲିସ । ଏହି ସଂପର୍କରେ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ।
Comments are closed, but trackbacks and pingbacks are open.