ପୁଣି ସିସୋର ଚିଟ୍ଫଣ୍ଡ ମାମଲାର ଖୋଳତାଡ଼ କଲା ସିବିଆଇ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ପ୍ରାୟ ବର୍ଷକର ନିରବତା ପରେ ପୁଣି ସିସୋର ଚିଟ୍ଫଣ୍ଡ ଠକେଇ ମାମଲା ଓ ତାହାର ଏକ ପ୍ରମୁଖ ସୁରାକ୍ ଶୁଭଙ୍କର ନାୟକର ଡାଏରୀ ସଂପର୍କରେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି । ସିସୋର କେଳେଙ୍କାରୀର ମଧ୍ୟସ୍ଥ କୁହାଯାଉଥିବା ଶୁଭଙ୍କର ଡାଏରୀରୁ ହାସଲ ତଥ୍ୟ ସଂପର୍କରେ ତନାଘନା ଆରମ୍ଭ ହୋଇଛି । ଏହି ମାମଲାରେ ଗିରଫ ହୋଇ ପରେ ଜାମିନରେ ଆସିଥିବା ଜଣେ ଅଭିଯୁକ୍ତକୁ ସିବିଆଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିବା ସୂଚନା ମିଳିଛି । କେଉଁ କେଉଁ ଅଫିସର ଏହି ମାମଲା ସହ ସମ୍ପୃକ୍ତ ସେ ନେି ଜେରା ହୋଇଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ , ପ୍ରଥମ ପର୍ଯ୍ୟାୟରେ ଏହି ଡାଏରୀରୁ ମାମଲା ସହିତ ୨ ବରିÂ ଆଇଏଏସ୍ ଓ ଜଣେ ଆଇପିଏସ୍ ଅଫିସର ଲିଙ୍କ୍ ଥିବା ସନେ୍ଦହ କରାଯାଉଛି । କେବଳ ଏହି ୩ ଜଣ ନୁହନ୍ତି, ପ୍ରାୟ ୧୨ ଜଣ ପ୍ରଶାସନିକ ଅଧିକାରୀଙ୍କ ସମ୍ପର୍କରେ ତନାଘନା ପାଇଁ ସିବିଆଇ ତଦନ୍ତ ଫାଇଲ୍ ଖୋଲିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons