ପୂଜା ବୈଠକକୁ ବାରବାଟୀ କଟକ ବିଧାୟକଙ୍କୁ ନ ଡାକିବାରୁ ଡିସିପିଙ୍କ ନାଁରେ ଏତଲା

Get real time updates directly on you device, subscribe now.

କଟକ: ପୂଜା ବୈଠକକୁ ବାରବାଟୀ କଟକ ବିଧାୟକ ମହମ୍ମଦ ମୁକିମଙ୍କୁ ନ ଡାକିବା ପ୍ରତିବାଦରେ ମଧୁପାଟଣା ଥାନା ସମେତ ସହରର ବିଭିନ୍ନ ଥାନାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଡିସିପିଙ୍କ ନାଁରେ ଏତଲା ଦିଆଯାଇଛି।
ଡିସିପି ବିଧାୟକଙ୍କୁ ବୈଠକ ଡାକିବା ଉଚିତ ଥିଲା। ଏହା କଟକର ଭାଇଚାରାର ପରମ୍ପରାକୁ କ୍ଷୂର୍ଣ୍ଣ କରିଛି। ତେଣୁ କଟକ ଡିସିପିଙ୍କ ବଦଳି ବାଦୀ କରି କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏଭଳି ଏତଲା ଦିଆଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons