ପୋଖରୀରେ ଭାସୁଛି ମହିଳାଙ୍କ ମୃତଦେହ : ମୃତ୍ୟୁର କାରଣ ଅସ୍ପଷ୍ଟ

Get real time updates directly on you device, subscribe now.

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଝିଞ୍ଜିରିନାଳି ଗାଁ ପୋଖରୀରେ ଭାସୁଛି ଜଣେ ମହିଳା ଙ୍କ ମୃତଦେହ । ମୃତକ ମହିଳା ସଅଁରାପଶି ଗାଁ ମଲ୍ଲି ମୁଣ୍ଡା ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ଝିଞ୍ଜିରିନାଳି ଗାଁକୁ ଏକ ଶୁଦ୍ଧିକ୍ରିୟା କାମରେ ଯୋଗଦେବାକୁ ଆସିଥିଲେ ମଲ୍ଲି ମୁଣ୍ଡା । ଆଜି ସକାଳୁ ଗାଁର କିଛି ଲୋକ ପୋଖରୀ କୁ ଶୌଚ ହେବାକୁ ଯାଇଥିବା ବେଳେ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ତେବେ ମୃତ୍ୟର କାରଣ ଜଣା ପଡି ନଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିନି ପୋଲିସ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons