ପୋଲସରାରେ ବୋମାମାଡ : ଜଣଙ୍କ ଆଖି ଓ ହାତରେ ଲାଗିଛି ଆଘାତ

Get real time updates directly on you device, subscribe now.

ପୋଲସରା : ପୋଲସରାରେ ବୋମାମାଡ । ବ୍ରାହ୍ମଣ ସାହିରେ ବୋମାମାଡ ହୋଇଥିବା ସୂଚନା । ଏକ ମଦ ଦୋକାନ ନିକଟରେ ବୋମାମାଡ। ବୋମାମାଡରେ ଜଣେ ଗୁରୁତର ।
ଅନିଲ ମଲ୍ଲିକ ନାମକ ବ୍ୟକ୍ତିଙ୍କର ଆଖି ଏବଂ ହାତରେ ଲାଗିଛି ଆଘାତ। ବୋମାମାଡ ର କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରୁଛି । ବଜାର ସାହି ଛକ , ରାଣୀପଡା ଛକ, ବାଲିଘାଇ ଛକରେ ବୋମା ମାଡ଼ କଲେ ଦୁର୍ବୃତ୍ତ । ସହରରେ ଆତଙ୍କ । ଶଙ୍କର ସାହୁ ନାମକ ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଅନିଲ ମଲ୍ଲିକଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons