ପୋଲିସ ହାତରେ ଧରାପଡିଲେ ୭ ଡକାୟତ

Get real time updates directly on you device, subscribe now.

ଭଞ୍ଜନଗର : ବଡ଼ଗଡ଼ ପୋଲିସକୁ ପୁଣି ସଫଳତା । ସାତଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କୁ ନିକଟରେ ୩ଟି ମୋବାଇଲ, ଗୋଟିଏ ମାଉଜର, ତିନୋଟି ଅଫୁଟା ଗୁଳି ସହ କିଛି ସୁନା ସାମଗ୍ରୀ ଜବତ ହୋଇଛି ।
ଖବର ଅନୁଯାୟୀ, ଗତ ୧୮ତାରିଖରେ ବଡ଼ଗଡ଼ ଗାଁର ସୀମାଦ୍ରୀ ପାତ୍ରଙ୍କ ଘରେ ପଶି ମାଉଜର ଦେଖାଇ ଲୁଟିନେଇଥିଲେ । ଅନେକ ସୁନା ସାମଗ୍ରୀ ସହ ଟଙ୍କା ଲୁଟି ନେଇଥିଲେ । ସେବେଠାରୁ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ ଟିମ୍‌ ଗଠନ କରାଯାଇ ଛାନ୍‌ଭିନ୍‌ ଜାରି ରହିଥିଲା । ଏବେ ପୋଲିସକୁ ମିଳିଛି ସଫଳତା ମିଳିଛି । ସାତଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କୁ ନିକଟରେ ୩ଟି ମୋବାଇଲ, ଗୋଟିଏ ମାଉଜର, ତିନୋଟି ଅଫୁଟା ଗୁଳି ସହ କିଛି ସୁନା ସାମଗ୍ରୀ ଜବତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons