ବଦଳିଲେ ଥାନା ଅଧିକାରୀ

Get real time updates directly on you device, subscribe now.

କଟକ : କର୍ତ୍ତବ୍ୟରେ ଅବହେଳା ଯୋଗୁଁ ବଡମ୍ବା ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି । ସେ ମୋ ସରକାର ଯୋଜନାକୁ ଠିକ୍‌ ଭାବେ କାର୍ୟ୍ୟକାରୀ ନ କରି ଏହାର ଖିଲାପ କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ଥାନା ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ରଙ୍କୁ କଟକ ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons