ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଇଥିବା ୨ ଶିକାରୀ ଗିରଫ

Get real time updates directly on you device, subscribe now.

ରେଢ଼ାଖୋଲ: ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଇ ଦୁଇ ଶିକାରୀ ଗିରଫ। ବନ୍ୟଜନ୍ତୁ ଶିକାର ପାଇଁ ୧୧ କେଭିର ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ରେଢାଖୋଲ ବନବିଭାଗ ହାବୁଡରେ ପଡି ୨ ଶିକାରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବେଲାରସେନ ନାଏକ ଓ ରମେଶ ବିଶି।
ସୂଚନା ଅନୁସାରେ ରେଢାଖୋଲ ବନଖଣ୍ଡର ଚାରମାଲ ରେଞ୍ଜ ବଡ ହିନ୍ଦୋଳ ଗ୍ରାମ ନିକଟସ୍ଥ ଜଙ୍ଗଲରେ ତାର ବିଛାଉଥିବା ବେଳେ ଧରାପଡିଛନ୍ତି ଜ୍ଝ ତେବେ ଏମାନଙ୍କଠାରୁ ତାର ସହ ଶିକାର ପାଇଁ ବ୍ୟବହୃତ କିଛି ସାମଗ୍ରୀ ଜବତ କରିଛି ବନ ବିଭାଗଜ୍ଝ ତେବେ ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons