ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସପତ୍ନୀ ନେଲେ କୋଭିଡ ଟୀକା

Get real time updates directly on you device, subscribe now.

ବଲାଙ୍ଗୀର: (ଗୁପ୍ତେଶ୍ୱର ପୃଷ୍ଟିଙ୍କ ରିପୋର୍ଟ): ଆଜି କୋଭିଡ-୧୯ ଟୀକାକରଣ ର ଦ୍ଵିତୀୟ ପର୍ୟ୍ୟାୟ ର ଦ୍ଵିତୀୟ ଦିନ ଗତକାଲି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ମାନେ ଟୀକା ନେଇଥିଲେ ଏହି କ୍ରମରେ ଆଜି ମାନ୍ୟବର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସପତ୍ନୀକଂ ସ୍ଥାନୀୟ ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ରେ କରୋନା ପ୍ରତିଷେଧକ ଟୀକା ନେଇଛନ୍ତି ।
ଜିଲ୍ଲା ଚିକିତ୍ସା ଅଧିକାରୀ, ବିଶେଷଜ୍ଞ ଡାକ୍ତର ଓ ଷ୍ଟାଫ ନର୍ସ ଙ୍କ ଉପସ୍ଥିତି ରେ ଟୀକା ଗ୍ରହଣ କରିଥିଲେ ।
କରୋନା ମହାମାରୀ କୁ ନେଇ ସତର୍କ, ସଚେତନ ଓ ସାମାଜିକ ଦୂରତା ପାଳନ କରିବାକୁ ସାଧାରଣ ଜନତା ଙ୍କୁ ବାର୍ତା ଦେଇ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons