ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ସାମାଜିକ ଦୂରତା ରକ୍ଷା ନ ହେବାରୁ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ସିଲ୍ କରି ଦିଆଯାଇଛି । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାର୍କେଟକୁ ବନ୍ଦ କରି ଦିଆଯାଇଥିବା ନେଇ ବିଏମ୍ସି ଜୋନାଲ୍ ହେପୁଟୀ କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି । ସେ କହିଛନ୍ତି , ବାପୁଜୀ ନଗର ମାର୍କେଟରେ ଥିବା ଜରୁରୀ ସାମଗ୍ରୀ ଦୋକାନ ଗୁଡ଼ିକୁ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରହିବ ।
Comments are closed, but trackbacks and pingbacks are open.