
ଭୁବନେଶ୍ବର : ବିଏମସିର ଅତିରିକ୍ତ କମିଶନର ହେଲେ ଲକ୍ଷ୍ମୀକାନ୍ତ ସେଠୀ । ବରିଷ୍ଠ ପ୍ରଶାସନିକ ଅଧିକାରୀ ଲକ୍ଷ୍ମୀକାନ୍ତ ସେଠୀ ବିଏମସିର ନୂତନ ଅତିରିକ୍ତ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ଦୀର୍ଘ ଦିନ ଧରି ଏହି ପଦବୀ ଖାଲି ପଡିଥିଲା । ପୂର୍ବରୁ ସୁରଥ ମଲ୍ଲିକ ଅତିରିକ୍ତ କମିଶନର ଭାବେ କାର୍ୟ୍ୟରତ ଥିଲେ ।
Comments are closed, but trackbacks and pingbacks are open.