କୋଦଳା, (ବି.ବି.ନୁ୍ୟଜ୍): ବେଗୁନିଆପଡ଼ା ବ୍ଲକ କେ. ବରିଡ଼ା ପଞ୍ଚାୟତ ପିହାଣିଆରେ ଅଘଟଣ । ବାର୍ହା ଫସଲ ନଷ୍ଟ କରୁଥିବାରୁ ବିଛା ଯାଇଥିଲା ବିଦୁ୍ୟତ୍ ତାର । ସେହି ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ପିହାଣିଆ ଗ୍ରାମର ଧୋବା ସିଥଙ୍କ ମୃତୁ୍ୟ ହୋଇଛି । ମୃତୁ୍ୟ ପରେ ତରବରିଆ ଭାବେ ତାଙ୍କୁ ଶ୍ମଶାନକୁ ନେଇ ସକ୍ରାର କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ଖଲ୍ଲିିକାଟ ପୁଲିସ ଦରପୋଡ଼ା ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁÂାନ ନେବାକୁ ଦାବି ହୋଇଛି ।


Comments are closed, but trackbacks and pingbacks are open.