ବିଦ୍ୟୁତ ଆଘାତରେ ଚାଷୀ ମୃତ

Get real time updates directly on you device, subscribe now.

ବାଲେଶ୍ୱର : ବାଲେଶ୍ୱର ରେମୁଣା ଥାନା ଅନ୍ତର୍ଗତ ମହାରାଜପୁର ପଂଚାୟତରେ ଜଣେ ଚାଷୀ ସୁକନ୍ତ ଆଚାର୍ୟ୍ୟ ଦିନ ୧୨ଟା୩୦ମିନିଟରେ ବିଲକୁ ପାଣି ମଡ଼।ଉଥିବା ବଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ମୃତକଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଅଣା ଯାଇଥିଲା। ଡ଼।କ୍ତର ଏଠାରେ ତାଙ୍କୁ ମୃତ ଘଷଣା କରିଥତ୍ଲେ । ତାଙ୍କର ଡ଼।ହାଣ ହାତ ଓ ବେକ ନିକଟରେ ପୋଡ଼ି ଯାଇଛି ।
ଘଟଣା ସ୍ଥଳରେ ରେମୁଣା ବିଧାୟକ ସୁଧାଂଶଉ ପରିଡ଼। ଆସି ପହଁଚିଥିଲେ । ସରକାରଙ୍କ ପକ୍ଷରୁ ଯେଉଁ ସବୁ ସୁବିଧା ସୁଯୋଗ ମିଳି ପାରିବ ତାହା ସେ ଯୋଗାଇଦବବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons