‘ବିଷ୍’ରେ ନେଗେଟିଭ୍ ରୋଲ୍

Get real time updates directly on you device, subscribe now.

ଦିୟା ଔର୍ ବାତି ହମ୍’, ‘ନାମକରଣ’, ପୋରସ୍’, ‘ଲୌଟ୍ ଆଓ ତ୍ରିଶା’ ଆଦି ସିରିଏଲ୍ରେ କାମ କରିଥିବା ନଳିନୀ ନେଗୀ ଏକ ନୂଆ ସିରିଏଲ୍ ସାଇନ୍ କରିଛନ୍ତି । କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ଅତିମାନବୀୟ ଥ୍ରିଲର୍ ଡ୍ରାମା ‘ବିଷ୍’ରେ ତାଙ୍କୁ କାଷ୍ଟ କରାଯାଇଥିବା ଶୁଣିବାକୁ ମିଳିଛି । ସିରିଏଲ୍ରେ ସେ ନେଗେଟିଭ୍ ରୋଲ୍ରେ ଦେଖାଦେବେ । ତାଙ୍କ ଚରିତ୍ରର ନାଁ କ୍ୟାଟ୍ରିନା । ସବ୍ରିନା(ଦେବିନା ବୋନର୍ଜୀ)ଙ୍କ ସହ ହାତ ମିଳାଇବାର ତାଙ୍କୁ ଦେଖିବେ ଦର୍ଶକ । ପେନିନ୍ସୁଲା ପିକଚର୍ସ ପ୍ରଯୋଜିତ ‘ବିଷ୍’ରେ ମୁଖ୍ୟ ଭୂମିକାରେ ଅଛନ୍ତି ବିଶାଲ, ବଶିଷ୍ଠ, ଦେବିନା ଓ ସାନା ମକବୁଲ ଖାନ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons